କାର୍ଯ୍ୟକ୍ରମ ଥିଲା ତେଲୁଗୁ ନୂଆଁ ବର୍ଷ ଉଗାଦିର । କିନ୍ତୁ, ଉଭୟ ନେତା ଦେଖାଇଲେ ଦମ୍ । ଶଙ୍ଖରେ ଫାଟ, ପଦାରେ ପଡ଼ିଲା ବିଜେଡିର ଗୋଡ଼ ଟଣା ରାଜନୀତି। ଗୋଟିଏ ଦିନରେ ଦୁଇ ଦୁଇଟି କାର୍ଯ୍ୟକ୍ରମ କରି ଶକ୍ତି ପ୍ରଦର୍ଶନ କଲେ ନେତା।
#ArgusNews #Rayagada #bjdControversy #politics #Odisha