#ବାରମ୍ବାର_ଅଭିଯୋଗ_ପରେ_ଶୁଣୁନି_ପ୍ରଶାସନ !
ଭରା ନଦୀରେ ବିପଦ ପୂର୍ଣ ଯାତ୍ରା । ବର୍ଷା ଦିନ ଆସିଲେ ପିଲାଙ୍କ ପାଠପଢାରେ ଡୋରି ବନ୍ଧାହୁଏ । କାରଣ ମେଡିକାଲଠାରୁ ଆରମ୍ଭ କରି ସ୍କୁଲ ଓ ପଞ୍ଚାୟତ ଅଫିସ ଯିବା ପାଇଁ ନଦୀ ପାର୍ ହୋଇ ୩ କିଲୋମିଟର ଯିବାକୁ ପଡେ । ଯଦି ନଦୀ ପାର୍ ନହେବେ ତେବେ ବୁଲି କରି ଯିବାକୁ ପଡିଥାଏ ୧୫ କିଲୋମିଟର
#Raygada #RoadProblem #BridgeProblem #ArgusNews #Odisha