ରେଞ୍ଜର କୋଠରୀରେ ଡେପୁଟି ରେଞ୍ଜର ବ୍ରଜମୋହନ ଭୋଇଙ୍କ ମୃତଦେହ ଠାବ । କଲ୍ୟାଣସିଂହପୁର ଥାନା ସଦର ମହକୁମାଠାରେ ଘଟିଛି ଘଟଣା । ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
#rayagada #DeputyRanger #BrajmohanBhoi #BodyFound #Police #investigating #ArgusNews