ନିଜସ୍ବ ଉଦ୍ୟମରେ ଜଳସେଚନ !
ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ବିନା ସହଯୋଗରେ ଦୁର୍ଗମରେ ନିଜସ୍ୱ ଉଦ୍ୟମରେ ପାହାଡ଼ ଚିରି ଦୀର୍ଘ ଅଧା କିଲୋମିଟର ଦୂର ଏକ ପାହାଡ଼ି ଝରଣାରୁ 40 ହଜାର ଟଙ୍କା ଖର୍ଚ୍ଚ କରି ନିଜର ୧୦ ଏକର ଖେତକୁ ଜଳସେଚିତ କରି ନାନାଦି ପନିପରିବା ଫଳାଉଛନ୍ତି ଗୁମା ପଞ୍ଚୟତ ହରକଣା ଗ୍ରାମର 'ଅନ୍ତ କୁଲିସିକା' ` ଦେଖିବା ଏହି ରିପୋର୍ଟ ।
#ArgusNews #Rayagada #Farmer #WaterProblem #Odisha