ଜନ୍ମ ଠାରୁ ମୃତ୍ୟ ପର୍ଯନ୍ତ ମାଳ ମାଳ ଯୋଜନା ଥିଲେ ମଧ୍ୟ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଉପାନ୍ତ ଦୁର୍ଗମ ଅଞ୍ଚଳରେ ପହଁଚି ପାରୁନି ଯୋଜନା। ଯାହାଫଳରେ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ଚୀନାସାରି ପଞ୍ଚାୟତର ଆଜିଙ୍କତାଙ୍ଗ ଓ ରାଡେସାଲ ଗ୍ରାମ ବାସୀ।
#ArgusNews #BasicFacilities #PublicIssue #Rayagada #Gunupur #Odisha