ସରକାର କହୁଛନ୍ତି ବିକାଶର କଥା ବିକାଶ ସବୁ ଆଡେ ସବୁ ଦିଗରେ ଆଗେଇଛି ହେଲେ ଏଠି ବିକାଶର ନାରା ଚାଲିଛି । ରାୟଗଡା ଜିଲ୍ଲା ଆଦିବାସୀ ଅଧ୍ୱସିତ ଜିଲ୍ଲା ଭାବରେ ପରିଚିତ ହେଲେ ଜିଲ୍ଲାର ଉପାନ୍ତରେ ଫେଲମାରିଛି ସରକାରୀ ଯଜନା । ଏଭଳି ଦୃଶ୍ୟ ଦେଖିବାକୁମିଳିଛି ଗୁଣୁପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ପଞ୍ଚାୟତର ଲାକିକାଇ ଗ୍ରାମରେ।
#ArgusNews #Rayagada #Gunupur #WaterProblem #RoadProblem #GovtSchemes #PublicIssue #Odisha