ରାଜ୍ୟ ସରକାର ଗରିବ ଦିବ୍ୟାଙ୍ଗ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି । କିନ୍ତୁ ଏହାର କେତେ କାର୍ଯ୍ୟକାରୀ ହେଉଛି ତାକୁ ନେଇ ଉଠିଛି ପ୍ରଶ୍ନ । ସେ ମାନସିକ ବିକୃତ ଦିବ୍ୟାଙ୍ଗ । ନା କାହାକୁ ଚିହ୍ନି ପାରୁଛନ୍ତି, ନା ନିଜେ ଚାଲି ପାରୁଛନ୍ତି । କିନ୍ତୁ, ଏତେ ପରେ ବି ସରକାରୀ ସହାୟତା କହିଲେ କେବଳ ଦିବ୍ୟାଙ୍ଗ ଭତ୍ତା । ନା ମିଳୁଛି ରାସନ ସାମଗ୍ରୀ ନା ମିଳିଛି ଆବାସ ଯୋଜନାରେ ଘର। ଦେଖିବା ରିପୋର୍ଟ
#ArgusNews #Rayagada #Kashipur #Handicapped #AwasYojana #Pension #Odisha