ରାଜ ଉଆସରେ ବିତେ ରାଜ୍ କୁମାରଙ୍କ ଜୀବନ । କିନ୍ତୁ ଆମେ ଏମିତି ଜଣେ ରାଜକୁମାରଙ୍କୁ ଦେଖାଇବୁ ଯିଏ କି ମାଛ ମାର୍କେଟରେ ଜୀଉଁଛନ୍ତି । ତା ପୁଣି ପଲିଥିନ୍ ଟଣା ଏକ ଛାଟି ମାଟି ଘରେ । ଇଏ ଏମିତିକା ରାଜକୁମାରଙ୍କ ଯେଉଁଠି ଆବାସ ତାଙ୍କ ପାଇଁ ସାତ ସପନ।...ରାୟଗଡା ମୁନିଗୁଡା ବ୍ଲକ ଅମ୍ବାଦୋଳାରୁ ଦେଖିବା ଏହି ରିପୋର୍ଟ
#Rayagada #Muniguda #AwasYojana #ArgusNews