ଇଛାଶକ୍ତି ଆଗରେ ହାର ମାନିଛି ବୟସ !
କଥାରେ ଅଛି ଇଚ୍ଛାଶକ୍ତି ଥିଲେ ସବୁ ଅସମ୍ଭବକୁ ସମ୍ଭବ କରିହୁଏ । ରାୟଗଡା ଜିଲ୍ଲା ପରି ଦୁର୍ଗମ ଅଞ୍ଚଳରେ ସେହିପରି କିଛି କାର୍ଯ୍ୟ କରିଦେଖାଇଛନ୍ତି ହଲୁଆ ଗ୍ରାମ ପଞ୍ଚୟତ ର ୭୨ ବର୍ଷିୟ ବୃଦ୍ଧା ମହିଳା ଦେଖିବା ଏହି ରିପୋର୍ଟ
#ArgusNews #Rayagada #SocialWork #OldWoman #Odisha