#ଦଲାଲଙ୍କ_କବଜାରେ_ଆବାସ_ଯୋଜନା
ବର୍ଷ ବର୍ଷ ଧରି ସମ୍ପୂର୍ଣ୍ଣ ହୋଇପାରୁନାହିଁ ଆବାସ ଗୃହ । କଚ୍ଚା ଘରେ ରହୁଥିବା ଗରିବଙ୍କ ପାଇଁ ପକ୍କାଘର ଯୋଗାଇ ଦେବାକୁ ସରକାରଙ୍କ ଆବାସ ଯୋଜନା । କିନ୍ତୁ ଗ୍ରାଉଣ୍ଡରେ ଏହାର ସଠିକ୍ କାର୍ଯ୍ୟକାରୀ ହେଉନଥିବାରୁ ଆବାସରୁ ବଞ୍ଚିତ ବାସ୍ତବ ହିତାଧିକାରୀ । ନବରଙ୍ଗପୁର ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ।
#AwasYojana #broker #Nabarangapur #Odisha #ArgusNews