ଯେଉଁ ଜମି ଦିନେ ପଡିଆ ପଡିଥିଲା ଏବେ ସେଠି ଫଳିଛି ସୁନାର ଫସଲ । ସାମୁହିକ ଶ୍ରମ ଓ ନିଷ୍ଠାରେ ସଫଳ ହୋଇଛି ଲଙ୍କା ଚାଷ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଯଟେସିଂହା ଗାଁର ମହିଳା ମାନେ ମିଳିତ ଭାବେ ଲଙ୍କା ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବାରେ ହୋଇଛନ୍ତି ସକ୍ଷମ ।
#ArgusNews #GoodNews #redchillyfarming #SHG #womeninbusiness #selfemployed #subarnapur #Odisha