ରେଢାଖୋଲ ଉପଖଣ୍ଡରେ ଆଜିଠୁ ଖୋଲିଲା ଧାନମଣ୍ଡି !
ବଡବାହାଲ ଧାନମଣ୍ଡିରେ ପୂଜାର୍ଚ୍ଚନା ସହ ଉଦଘାଟନ କଲେ ଉପଜିଲ୍ଲାପାଳ ପବିତ୍ର ବେହେରା। ରେଢାଖୋଲ ବ୍ଲକ ଓ ନାକଟିଦେଉଳ ବ୍ଳକ ର ମୋଟ ୧୨ଟି ସମବାୟ ସମିତିରେ ମୋଟ ୧୮ ଟି ଧାନ ମଣ୍ଡ ଖୋଲାଯାଇଛି
#ArgusNews #Sambalpur #Redhakhol #Mandi #Open #Odisha