ଶ୍ରୀକ୍ଷେତ୍ରରେ ପ୍ଲାଷ୍ଟିକ୍ ସଫା କରିବେ ୭୦୦ ଯୁବ ସ୍ବେଚ୍ଛାସେବୀ
ଧର୍ମେନ୍ଦ୍ରଙ୍କ ଆହ୍ବାନ ପରେ ଆଗକୁ ଆସିଲା ସ୍ବେଚ୍ଛାସେବୀ ସଂଗଠନ ଆମେ ଓଡ଼ିଆ । ରଥଯାତ୍ରା ପରେ ପ୍ଲାଷ୍ଟିକ ବର୍ଜ୍ୟ ବଡ ସମସ୍ୟା। ରଥଯାତ୍ରାରୁ ବାହୁଡ଼ା ଯାତ୍ରା ମଧ୍ୟରେ ତିନୋଟି ପର୍ଯ୍ୟାୟରେ ଓଡ଼ିଆ ପରିବାର ପକ୍ଷରୁ ବ୍ୟାପକ ହେବ ଅଭିଯାନ।
#plastic #waste #awareness #Srikhetra #RathYatra #youngvolunteers #campaign #DharmendraPradhan #Puri #ArgusNews