#ବିଲଡରଙ୍କୁ_ପ୍ଲାଟ_ବିକ୍ରି_ମନା
ସେପ୍ଟେମ୍ବର 27 ତାରିଖ ପର୍ଯ୍ୟନ୍ତ ଆପାର୍ଟମେଣ୍ଟ କିଣା ବିକା ଉପରେ ଅନ୍ତରୀଣ ରୋକ ଲଗାଇଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ଆଣିଥିବା ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ରୁଲ୍ କେନ୍ଦ୍ର ସରକାରଙ୍କ ରେରା ଆଇନକୁ ଉଲଙ୍ଘନ କରୁଥିବା ଅଭିଯୋଗରେ କୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
#HighCourtOrder #builders #ZEstatesZ1 #BDA #apartments #Odisha #ArgusNews