#ଭୁବନେଶ୍ୱରରେ_ଧର୍ମାନ୍ତରୀକରଣକୁ_ନେଇ_ଗଣ୍ଡଗୋଳ
ଭୁବନେଶ୍ୱର ଆଇଜି ପାର୍କରେ କିଛି ବ୍ୟକ୍ତି ଜବରଦସ୍ତ ଧର୍ମ ପରିବର୍ତ୍ତନ କରିବା ପାଇଁ ଅନ୍ୟ ମାନଙ୍କୁ ପର୍ବତାଉଥିବାରୁ ବିରୋଧ କଲେ ବଜରଙ୍ଗୀ ଦଳ। ହିନ୍ଦୁ ଧର୍ମୀ ଲୋକଙ୍କୁ ଅନ୍ୟ ଧର୍ମକୁ ରୂପାନ୍ତର କରିବା ପାଇଁ ପର୍ବତାଉଥିଲେ । ଯାହାକୁ ଘୋର ବିରୋଧ କରିବା ସହିତ ଏମାନଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଦାବି କରିଛି ବଜରଙ୍ଗୀ ଦଳ ।
#Bhubaneswar #Igpark #ReligiousConversion #BAJRANGDAL #Odisha #ArgusNews