ଭବାନୀପାଟଣା, କଳାହାଣ୍ଡିର ପ୍ରଥମ ବ୍ରିଟିଶ ବିରୋଧୀ ସ୍ବର ରେଣ୍ଡୋ ମାଝୀଙ୍କ ବଳିଦାନ ଦିବସ ଅବସରରେ ତାଙ୍କୁ ନେଇ ପ୍ରସ୍ତୁତ ହେବାକୁ ଥିବା ଚଳଚ୍ଚିତ୍ର 'ରେଣ୍ଡୋ ମାଝୀ - ଦି ହିଡେନ୍ ଷ୍ଟୋରୀ ଅଫ୍ ୧୮୫୩'ର ସୁଟିଂ ଅନୁଷ୍ଠିତ ହୋଇଯାଇଛି
#ArgusNews #Kalahandi #FreedomFighter #RendoMajhi #UpcommingMovie #shooting #Odisha