ସୁରକ୍ଷା ଦେବାକୁ ଯୁବତୀଙ୍କ ଆକୁଳ ନିବେଦନ । ନିଆଳି ଥାନା ଅନ୍ତର୍ଗତ ବରିମୁଣ୍ଡେଇ ଗାଁର ଜଣେ ଝିଅ ସେହି ଗାଁର ଜଣେ ଯୁବକଙ୍କୁ ୧୦ ବର୍ଷ ହେବ ପ୍ରେମ କରୁଥିଲେ । କିନ୍ତୁ ଘର ଲୋକ ଝିଅର ବିବାହ ଅନ୍ୟତ୍ର ଠିକ କରିବାରୁ ଉଭୟ ଘର ଛାଡି ମନ୍ଦିର ଓ କୋର୍ଟରେ ବିବାହ କରିଛନ୍ତି । ବର୍ତ୍ତମାନ ସେମାନଙ୍କୁ ହତ୍ୟା ମିଳୁଥିବା ଅଭିଯୋଗ ହୋଇଛି।
#Cuttack #Niali #Request #police #lovemarriage