#ଓଡିଆ_ବୀରତ୍ବକୁ_ସମ୍ମାନ
୧୮୫୭ ସିପାହୀ ବିଦ୍ରୋହର ୪୦ ବର୍ଷ ପୁର୍ବରୁ ଓଡିଆ ଜାତି ଲଢିଥିଲା ବ୍ରିଟିଶ ବିରୋଧୀ ସଙ୍ଗଠିତ ସଶସ୍ତ୍ର ସଂଗ୍ରାମ । ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ପାଇକ ଯୋଦ୍ଧାମାନେ କରିଥିଲେ ବ୍ରିଟିଶ ବିରୁଦ୍ଧରେ ବିଦ୍ରୋହ ।
#ArgusSpecial #PMNarendraModi #freedomfighters #ArgusNews