#ପ୍ରତିଶୋଧ_ପାଇଁ_ଟ୍ରକ_ଚଢାଇ_ହତ୍ୟା
#ମାଆ_ଓ_ଭଉଣୀଙ୍କୁ_ହରାଇ_ଭାଙ୍ଗି_ପଡିଛନ୍ତି_ସୋନାଲି
ଦୁର୍ଘଟଣା ପଛରେ ଥିଲା ପ୍ରତିଶୋଧ । ସାମାନ୍ୟ ପାଟିତୁଣ୍ଡରୁ ପ୍ରତିଶୋଧ ନେଇଥିଲା ଟ୍ରକ ଡ୍ରାଇଭର । ଫିଲ୍ମ ଷ୍ଟାଇଲରେ ଘଟାଇଥିଲା ନରକୀୟ କାଣ୍ଡ । ଅଭିଯୁକ୍ତ ଟ୍ରକ ଡ୍ରାଇଭରକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ପରିବାର ଓ ଗ୍ରାମବାସୀ ।
#Jajpur #53NH #Preplanned #ArgusNews