#ଅଭାବି_ବିକ୍ରି_ପାଇଁ_ଷଡଯନ୍ତ୍ର
#ଠିକ_ସମୟରେ_ମଣ୍ଡି_ନ_ଖୋଲିବାକୁ_କିଏ_କରିଛି_ଚକ୍ରାନ୍ତ
ଦେଖନ୍ତୁ ଏ ଚିତ୍ରକୁ, ମଣ୍ଡିକୁ ନୁହେଁ, ଧାନ ଯାଉଛି ଦଲାଲ ପାଖକୁ । ମିଲର ନେଉଛି ଚାଷୀର ଧାନ । ପ୍ରଶ୍ନ ମଣ୍ଡି ନ ଖୋଲି ଚାଷୀଙ୍କୁ ଶୋଷଣ କରିବାର ବାଟ କିଏ ଖୋଲିଛି । ନଜର ପକାନ୍ତୁ କିଛି ଦିନ ତଳର ଏ ଦୃଶ୍ୟକୁ , କେମିତି ଚାଷୀଙ୍କୁ ଧମକାଉଛନ୍ତି ବରଗଡ ଜିଲ୍ଲାପାଳ ।
#farmer #farming #rice #millers #OdishaGovt #mandiissue #Bargarh #Controvercy #Odisha #ArgusNews