କାହା ସ୍ବାର୍ଥରେ ରାଜ୍ୟ ସରକାରଙ୍କ ଉଷୁନା-ଅରୁଆ ରାଜନୀତି ?
ରାଜ୍ୟ ସରକାରଙ୍କ ମିଲର୍ସ ପ୍ରୀତିର ବଡ଼ ପ୍ରମାଣ । ଆଜି ଯାଏଁ ଉଷୁନା ଅରୁଆ ନାଁରେ ରାଜ୍ୟ ସରକାର କେନ୍ଦ୍ର ଉପରେ ଯେଉଁ ଦୋଷ ଲଦୁଥିଲେ, ତାର ଭାଣ୍ଡାଫୋଡ୍ । ସଂସଦରେ ଖୋଲିଯାଇଛି ରାଜ୍ୟ ସରକାରଙ୍କ ଅସଲ ମୁଖା । ଦେଖନ୍ତୁ ରିପୋର୍ଟ
#ArgusNews #Rice #Politics #OdishaGovt #Odisha