#ସିଲଭର_ସିଟିରେ_ହକି_ଫିଭର
#କାନ୍ଥବାଡରେ_ଖେଳାଳିଙ୍କ_ଚିତ୍ର
ହକି ବିଶ୍ବକପକୁ ନେଇ ସଜେଇ ହେଉଛି ସିଲଭର ସିଟି। କାନ୍ଥବାଡ଼ରେ ଭେଟେରାନ ଖେଳାଳୀଙ୍କ ଚିତ୍ର। ରାସ୍ତାରେ ରଙ୍ଗୀନ ଆଲୋକର ସାଜସଜ୍ଜା। ହକି ବିଶ୍ବକପ ଉଦଘାଟନୀ ଉତ୍ସଵକୁ ସ୍ମରଣୀୟ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି...।
#ArgusNews #hockeyworldcup2023 #openingceremony #Cuttack #preparation #ringroad #beautification #Odisha