ଜନତାଙ୍କୁ ଠକୁଥିଲେ ରାଜସ୍ବ ଅଧିକାରୀ ହୋଇଯାଅ ସାବଧାନ,ନଚେତ ଏଥର ହେବ ସିଧା ଆକ୍ସନ। ଲୋକଙ୍କୁ ସେବା ଦେବା ବଦଳରେ ଆରଆଇ,ଏଆରଆଇ ଓ ଅମିନମାନେ କାମରେ ଠକୁଥିବା ନେଇ ସରକାରଙ୍କ ପାଖକୁ ଆସୁଛି ମାଳମାଳ ଅଭିଯୋଗ ।