ରାସ୍ତା ସମସ୍ୟା ପାଇଁ ପୁଣି ଜନନୀ ଯନ୍ତ୍ରଣା ।ଗାଁ କୁ ପହଞ୍ଚିଲାନି ଆମ୍ବୁଲାନ୍ସ!ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଷ୍ଟ୍ରେଚରରେ ଦୁଇ କିମି ବୁହାହେଲେ ଗର୍ଭବତୀ ମହିଳା ।ଏଭଳି ଘଟଣା ଘଟିଛି ଗଜପତି ମୋହନା ବ୍ଲକ୍ କର୍ଚବାଡି ପଞ୍ଚାୟତ ଜାଗରସିଂ ଗାଁରେ
#ArgusNews #Women #RoadProblem #Ambulance #gajapati #Odisha