#ରେଳଧାରଣା_ପାଲଟିଛି_ନିତି_ଦିନିଆ_ରାସ୍ତା
#ଜୀବନକୁ_ବାଜି_ଲଗାଇ_ଯାତାୟାତ_କରୁଛନ୍ତି_ଲୋକେ
ଏ ଦୃଶ୍ୟ ହେଉଛି ଗଞ୍ଜାମ ସହର ଦେଇ ଯାଇଥିବା ଋଷିକୂଲ୍ୟା ନଦୀ ଉପରେ ଥିବା ଦୁଇଟି ରେଳଧାରଣାର ଦୃଶ୍ୟ। ପ୍ରତ୍ୟୋକ ଦିନ ୧୫ଟି ଗାଁର ଲୋକେ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି।
#RailwayTrack #RoadProblem #Berahampur #Odisha #ArgusNews