ମୋ ସରକାର ଝୁଣ୍ଟିଲା
ଜିଲ୍ଲାପ୍ରଶାସନ ଫେଲ୍ ମାରିଲା। ବିଧାୟକଙ୍କ ପ୍ରତିଶ୍ରୁତି ଲୋକଙ୍କ ପାଇଁ ପ୍ରତାରଣା ପାଲଟିଲା। ପ୍ରଶାସନ ଠାରୁ ଧୋକ୍କା ଖାଇବା ରାସ୍ତାକୁ ତିଆରି କଲେ ଗ୍ରାମବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ରାଇସୁଙ୍ଗୁଡା ପଞ୍ଚାୟତର କେରିଙ୍ଗା ଗ୍ରାମରେ।
#ArgusNews #RoadProblem #construction #villagers #cuttack #Odisha