#ପାଣିପାଇଁ_ରାସ୍ତା_ରୋକ
ଢେଙ୍କାନାଳ ପରଜଙ୍ଗ ବ୍ଲକ ଆମ୍ବପଳାଶ ଗ୍ରାମରେ ପାଣିପାଇଁ ରାସ୍ତା ରୋକ। ରାସ୍ତାରେ ଗରା ବାଲ୍ଟି ରଖି ଟାୟାର ଜାଳି ରାସ୍ତା ଅବରୋଧ । ଯାହାକୁ ନେଇ ଡେହେଡୁଳ- ମହାବିରରୋଡ ପୂର୍ତ୍ତ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
#Dhekanal #WaterProblem #roadstrick #Odisha #ArgusNews