#କାଦୁଅ_ପଚପଚ_ରାସ୍ତା
#ସାମାନ୍ୟ_ଅସାବଧାନତାରେ_ଫସିଯିବାର_ଭୟ
ରାସ୍ତା ସାରା ଖାଲଖମା, ମଝି ରାସ୍ତାରେ ଜମିରହିଛି ପାଣି । ଆଉ ଏଭଳି ରାସ୍ତା ଦେଇ ବିପଦସଙ୍କୁଳ ଅବସ୍ଥାରେ ଯାଆସ କରୁଛନ୍ତି ଲୋକେ। ଆପଣ ଦେଖୁଥିବା ଏହି ଦୃଶ୍ୟ ହେଉଛି ବୌଦ୍ଧ ବ୍ଳକ ଖଜୁରିପଡ଼ାର । ସଦେଇପୁର ରାସ୍ତାର ଝାଙ୍କରପଡା ଠାରୁ ଦୁମଦୁମା ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଛି ।
#RoadProblem #development #OdishaGovt #Boudh #Odisha #ArgusNews