#22ବର୍ଷର_ସ୍ଥିର_ସରକାରଙ୍କ_ବିକାଶର_ବାସ୍ତବ_ଚିତ୍ର
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଗତ ସୁବର୍ଣ୍ଣଗିରି ପଞ୍ଚାୟତର କହମଗୁଡାରୁ ଗୁଗୁର୍ମାହା ପଞ୍ଚାୟତର ମାଲିଗୁଡା ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ପୋଲ ନିର୍ମାଣ କାମ ସମ୍ପୂର୍ଣ ଭାବେ ସରି ପାରୁନାହିଁ । ଏହି ରାସ୍ତା କାମ NBCC ନାମକ ଏକ ଠିକା ସଂସ୍ଥା କରୁଥିବାରୁ ଏହା ଉପରେ କୌଣସି ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ନିୟନ୍ତ୍ରଣ ରହୁ ନାହିଁ କନ୍ଧମାଳ ବାଲିଗୁଡ଼ାରୁ ।
#ArgusNews #development #RoadProblem #Kandhamala #OdishaGovt #NBCC #Odisha