ଗାଁକୁ ସଂଯୋଗ କରିଥିଲା ମୁଖ୍ୟ ରାସ୍ତା । ଏହି ରାସ୍ତା ଦେଇ ପ୍ରତିଦିନ ୮ ଗୋଟି ଗ୍ରାମର ଗ୍ରାମବାସୀମାନେ ଯାତାୟତ କରନ୍ତି । ହେଲେ ନୂତନ କାର୍ଯ୍ୟ ଆଳରେ ରାସ୍ତାକୁ ତାଡି ଠିକାଦାର ଛୁ । ଆମେ କହୁଛୁ କପ୍ତିପଦା ବ୍ଲକ ଜଡିଦା ହାଇସ୍କୁଲ ଠାରୁ ତାଳପୋଖରୀ ପର୍ଯ୍ୟନ୍ତ ଯାଇଥିବା ରାସ୍ତା କଥା ।
#ArgusNews #RoadProblem #Mayurbhanj #udala #Kaptipada #OdishaGovt #scam #development #Odisha