ରୋକ୍ ଠୋକ୍ : ରାତି ଅଧିଆ ପୋଷ୍ଟମର୍ଟମ
ସ୍ଵାସ୍ଥମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଲିତଙ୍କର କେମିତି ହେଲା ମୃତ୍ୟୁ ?
ହତ୍ୟାପରେ ଦିଆଗଲା କି ଆତ୍ମହତ୍ୟାର ରୂପ ?
ରାତି ଅଧିଆ ପୋଷ୍ଟମର୍ଟମ କାହିଁକି କରାଗଲା ଓ କାହିଁକି ଭାଙ୍ଗିଲା ଗାଇଡ୍ ଲାଇନ୍ ?
ଲଲିତଙ୍କର ପରିବାର ଉପରେ ପଡୁଛି କି ଚାପ ?
ବିବାଦ ଘେରୋରେ ନବ ଦାସ !
ଦେଖନ୍ତୁ ରୋକ ଠୋକ୍ ଆଜି ସନ୍ଧ୍ୟା ୭.୩୦ ରେ
#Rokthok #Odisha #ArgusNews