#ଶୋଷିଲା_ସମୁଦ୍ର_ପାଣି_ଶୋଷି_ନେଉଥିବାରୁ_ଆଜି_ଶୁଷ୍କ_ଚିଲିକା
ପେଟ ପାଇଁ ସଙ୍କଟରେ ହଜାରହଜାର ମତ୍ସ୍ୟଜୀବୀ । ଯାହା ଉପରେ ସେମାନେ ନିର୍ଭର କରି ବଞ୍ଚୁଥିଲେ, ସେହି ଚିଲିକା ଶୁଖିବା ପରେ ଏବେ ସେମାନେ ପେଟ ପୋଷିବାକୁ ବାହାରିଛନ୍ତି ଦାଦନ ।
#ArgusNews #RokThok #Chilika #nature #fisherman #dadanlabour #DryRiver #Odisha