#ଦେଶର_ସବୁଠୁଁ_ଉଚ୍ଚ_ରୋପଓ୍ବେରେ_ଦୁର୍ଘଟଣା
#ରୋପଓ୍ବେର_ତାର_ଛିଡ଼ିବାରୁ_୨_ହଜାର_ଫୁଟ_ଉପରେ_ଅଟକିଗଲା_୪୮_ଟି_ଟ୍ରଲି
#ଉଦ୍ଧାର_ପାଇଁ_ଦେବଦୂତ_ସାଜି_ପହଁଚିଲେ_ସେନା_ଯବାନ୍
ମୃତ୍ୟୁ ସହ ୨୪ ଘଣ୍ଟା। ୨ ହଜାର ଫୁଟ ଉଚ୍ଚତାରେ ଝୁଲିଲେ ୪୮ ଲୋକ। ଦେଶର ସବୁଠୁ ଉଚ୍ଚ ରୋପୱେରେ ଦୁର୍ଘଟଣା। ଝାଡଖଣ୍ଡ ତ୍ରିକୁଟରେ ରୋପୱେ ତାର ଛିଣ୍ଡିଯିବାରୁ ୨ହଜାର ଫୁଟ ଉପରେ ଅଟକିଗଲା ୪୮ଟି ଟ୍ରଲି। ଦେବଦୂତ ସାଜି ଉଦ୍ଧାର କଲେ ସେନା ଯବାନ। ଅଘଟଣରେ ୨ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
#Ropeway #accident #Deoghar #Jharkhand #RescueOperation #Odisha #ArgusNews