#ବାଇକ_ଲୁଟେରା_ଗ୍ୟାଙ୍ଗର_ପର୍ଦ୍ଦାଫାସ୍ !
ସୁନ୍ଦରଗଡ଼ କୁତ୍ରା ପୋଲିସ ହାତରେ ଧରାପଡିଲେ ବାଇକ ଲୁଟେରା ଗ୍ୟାଙ୍ଗର ଦୁଇ ସଦସ୍ୟ । 11ଟି ଦାମୀ ବାଇକ ଜବତ କଲା । ରାଉରକେଲା, ରାଜଗାଙ୍ଗପୁର ଭଳି ବିଭିନ୍ନ ଅଞ୍ଚଳରୁ ଚୋରି କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ ବାଇକ
#Rourkela #Bikeloot #Sundargarh #KutraPolice #Rajgangapur #bikestealing #Odisha #ArgusNews