ନିର୍ମାଣ ଶ୍ରମିକ କାର୍ଡ ରିନୂଆଲ ପାଇଁ ଆଦିବାସୀ ଲୋକଙ୍କ ଠାରୁ କାର୍ଡ ପିଛା ଆଦାୟ ହେଉଛି ୪୦୦ ଟଙ୍କା । ଜୋରଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି ରାଉରକେଲା ସେକ୍ଟର ୧୫ର ଏକ ଲେବର ୟୁନିଅନ । ଭିଜିଲାନ୍ସ ନିକଟରେ ଲିଖିତ ଅଭିଯୋଗ ଆଣିଲେ ଶ୍ରମିକ
#Labourcard #renewal #bribe #labourunion #rourkela #ArgusNews