#ବିବାହ_ବନ୍ଧନରେ_ବାନ୍ଧି_ହେଲେ_ଜେଜେ_ମା_ଓ_ଜେଜେ_ବାପା
ପୁଅ, ଝିଅ, ନାତି, ନାତୁଣୀଙ୍କ ସାମ୍ନାରେ ପୁଣିଥରେ ବୈଦିକ ରୀତିରେ ବାହା ହେଲେ 82 ବର୍ଷର ବୃଦ୍ଧ ଦମ୍ପତି । ବାହାଘରକୁ ଆୟୋଜନ କରିବାର ମୁଖ୍ୟ ଭୂମିକା ନିଭାଇଲେ ନିଜ ନାତୁଣୀ । 3 ଦିନ ଧରି ଚାଲିଥିଲା ବାହାଘର । ଏଭଳି ଏକ ନିଆରା ବାହାଘର ଏବେ ରାଉରକେଲା ସହରର ପାଲଟିଛି ଚର୍ଚ୍ଚାର ବିଷୟ ।
#Rourkela #oldmarriedcouple #Odisha #ArgusNews