#ସ୍ମାର୍ଟସିଟି_ରାସ୍ତାର୍_ହାଲ୍_ବେହାଲ୍
#କାଦୋ_ପଚ୍_ପଚ୍_ରାସ୍ତା
ଏମିତି ଆମର ସ୍ମାର୍ଟସିଟି ରାଉରକେଲା । ଅସରାଏ ବର୍ଷାରେ ରାସ୍ତା ଉପରେ ଜମୁଛି ପାଣି । ସ୍ବରେଜ କାମ ପାଇଁ ରାସ୍ତା ଖୋଳା ଯାଇଥିବାରୁ ବିପର୍ଯ୍ୟସ୍ତ ହୋଇପଡିଛି ରାସ୍ତାର ଅବସ୍ଥା । ବିଭିନ୍ନ ସ୍ଥାନରେ ବଡ ବଡ ଗାତ। କାଦୁଅ ପଚପଚ ରାସ୍ତା ଏବେ ପାଲଟିଛି କାଳ।
#SmartCity #Rourkela #RoadProblem #ArgusNews #Odisha