ବିପଦନେ ଶଙ୍ଖ ନଦୀ। ବାଲି ମାଫିଆ ଆର୍ ଫେକ୍ଟ୍ରି ମାଲିକଙ୍କର୍ ଉତ୍ପାତ୍ ଲାଗିର୍ ସୁନ୍ଦରଗଡ଼ ମାନଚିତ୍ରରୁ ଶଙ୍ଖ ନଦୀ ଲିଭିଯିବାର୍ ଡର୍ ଦେଖାଦେଇଛେ । ରାସାୟନିକ ଧୂଳି, ଚାରକୋଲ, ଟାୟାର ବାଗିର୍ ଭିନ୍ ଭିନ୍ ବିଷାକ୍ତ ପଦାର୍ଥ ଗଦା କରିକି ଅଟକାଯାଉଛେ ନଦୀ ଜଳ।
#Sundargarh #Rourkela #Sankhanadi #crisis #sandmafia #Odisha #ArgusNews