#ଜୀବନ_ବଞ୍ଚାଇଲେ_ଆରପିଏଫ_କନଷ୍ଟେବଳ
ଦେବଦୂତ ସାଜି ଯାତ୍ରୀଙ୍କୁ ମରଣମୁହଁରୁ ଟାଣି ଆଣିଲେ କନଷ୍ଟେବଳ ଲାଲବିହାରୀ ରାମ । କନଷ୍ଟେବଳଙ୍କ ସାହାସିକତା ପାଇଁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କ ଜୀବନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁରରୋଡ଼ ରେଳ ଷ୍ଟେସନରେ।
#ViralVideo #RPFconstable #SavepassengerLife #Jajpur #railwaystation #ArgusNews