ଦେବଦୂତ ସାଜି ମରଣ ମୁହଁରୁ ଉଦ୍ଧାର କଲେ ମହିଳାଙ୍କୁ । ଟ୍ରେନ ରୁ ଖସି ପଡୁଥିବା ମହିଳାଙ୍କୁ ନିଜ ଉପସ୍ଥିତ ବୁଦ୍ଧିବଳରେ ରେ ଉଦ୍ଧାର କଲେ ଆର ପି ଏଫ ଯବାନ ରାଜେଶ କୁମାର ଯାଦବ। ମହିଳା ଜଣଙ୍କ ହେଲେ ଝାରସୁଗୁଡ଼ା ତେଲିଭଟା ଅଂଚଳର ସୁଲତାନା ଖାଁ । ଆର ପି ଏଫ ଯବାନଙ୍କ ଏ କାର୍ଯ୍ୟ ପାଇଁ ସବୁ ଆଡୁ ଛୁଟୁ ଛି ଶୁଭେଚ୍ଛା ର ସୁଅ ।
#Jharsuguda #rpfjawan #savelife #Odisha #ArgusNews