#ଦୋକାନରେ_ଜିନିଷ_କିଣୁଥିବାବେଳେ_ଦେଢ଼_ଲକ୍ଷ_ଟଙ୍କା_ଲୁଟ୍
ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ଚୁଡାମଣି ଗ୍ରାମର ଶରତ ଦାସ ଛାତ ପକାଇବା ପାଇଁ ତାଙ୍କ ଭାଇଙ୍କ ସହିତ ଆସି ଷ୍ଟେଟବ୍ୟାଙ୍କରୁ 2ଲକ୍ଷ ଟଙ୍କା ଉଠାଇଥିଲେ । ପରେ ସେଥି ମଧ୍ୟରୁ 50ହଜାର ଟଙ୍କା ସିମେଣ୍ଟ ଦୋକାନରେ ଦେଇଥିଲେ । ଆଉ ଦେଢ଼ ଲକ୍ଷ ଟଙ୍କା ବ୍ୟାଗରେ ରଖି ଏକ ଇଲେକ୍ଟ୍ରିକାଲ ଦୋକାନକୁ ଯାଇଥିଲେ । ଟଙ୍କା ବ୍ୟାଗଟି ଦୋକାନରେ ରଖି ଜିନିଷ କିଣୁଥିବା ସମୟରେ କେହି ଜଣେ ଆସି ଟଙ୍କା ବ୍ୟାଗଟି ଲୁଟି ନେଇଥିଲେ ।
#Bhadrak #Basudevpur #Loot #Odisha #ArgusNews