ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷକୁ 12 ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ନ୍ୟାୟ ଦାବି । ଅପରାଧୀଙ୍କୁ ଧରିବାରେ ପୁଲିସର ବିଫଳତା ଓ ଆନ୍ଦୋଳନରତ ରୁଚିକାଙ୍କ ମା’ଙ୍କ ଉପରେ ପୁଲିସ୍ର ବର୍ବରତାର ପ୍ରତିବାଦ
#BJBcollege #Ruchikamohanty #Deathcase #OdishaBandh #ArgusNews