ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା। ଟେଣ୍ଟ ଭାଙ୍ଗିବା ସହ ନବ ନିର୍ମାଣ ଯୁବ ସଂଗଠନର ସଦସ୍ୟ ମନୋହର ଅଲ୍ଲୀ ଓ ରୁଚିକାଙ୍କ ଭାଇକୁ ଉଠାଇ ନେଇଛି ପୋଲିସ। ସେପଟେ ଆଜି କଲେଜ ସମ୍ମୁଖ ରାସ୍ତାରେ ଦଶାହ କର୍ମ କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଛନ୍ତି।
#RuchikaMohanty #DeathCase #bjbcollage #OdishaPolice #Justice #Odisha #ArgusNews