ରୁଚିକାଙ୍କ ନ୍ୟାୟ ଆନ୍ଦୋଳନ କରୁଥିବା ବିଭିନ୍ନ ଛାତ୍ର ସଂଗଠନ ବିଭିନ୍ନ ଅପମାନଜନକ ଶବ୍ଦ ପ୍ରୟୋଗ କରିବା ଦ୍ୱାରା ବିଜେବି କଲେଜର ବଦନାମ ହେଉଛି । ଏ ନେଇ ବିଜେବି କଲେଜ କିଛି ଛାତ୍ରଛାତ୍ରୀ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ କଥା ହେଉଛି ଅଭିଯୋଗ କରିବାକୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ରୁଚିକାଙ୍କ ସହପାଠୀ କେହି ନାହାନ୍ତି ।
#RuchikaMohanty #DeathCase #bjbcollage #OdishaPolice #Odisha #ArgusNews