#ଦଶ_ଦିନ_ହେଲା_ନ୍ୟାୟ_ଦେଉ_ନାହାନ୍ତି
#ପୁଲିସ_ଡିପାର୍ଟମେଣ୍ଟ_କଣ_ମରି_ଗଲାଣି
କ୍ଷୋଭରେ ବର୍ଷିଲେ ରୁଚିକାଙ୍କ ମା'। କଲେଜର ରୁଚିକା ଆତ୍ମହତ୍ୟା ମାମଲାରେ ନ୍ୟାୟ ପାଇଁ ଆନ୍ଦୋଳନରତ ପରିବାର ସଦସ୍ୟ ଓ ଅନ୍ୟ ମାନଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠେଇ ନେଲା ପୋଲିସ ।
#RuchikaMohanty #DeathCase #bjbcollage #protest #OdishaPolice #Justice #Odisha #ArgusNews