#ସାରା_ଦେଶରେ_ପହଞ୍ଚିବ_ରୁଚି_ମସଲା
ବର୍ତମାନ ୧୨ ଟି ରାଜ୍ୟରେ ବିକ୍ରୀ ହେଉଛି ରୁଚି ମସଲା । ୪୭ ବର୍ଷରେ ପଦାର୍ପଣ କରିଥିବା ରୁଚି, ଆଜି ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫରରେ ୨୯ ଜଣ ବ୍ୟକ୍ତିଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରିଛି ।
#ArgusNews #RuchiMasala #program #prizes #RuchiFestivalBonanzaoffer #Odisha #Bhubaneswar