#ସୋମବାର_ସାବିତ୍ରୀ_ଅମାବାସ୍ୟା_ଫଳ_ଦର_ଆକାଶଛୁଆଁ
ସୋମବାର ସାବିତ୍ରୀ ଅମାବାସ୍ୟା। ସତ୍ୟବାନଙ୍କୁ ପୂଜା କରିବାକୁ ଆରମ୍ଭ ହେଲାଣି ପ୍ରସ୍ତୁତି। କିଏ ନିଜ ମନ ପସନ୍ଦର ଶାଢ଼ି କିଣିବାକୁ ଦୋକାନ ମୁହାଁ ତ କିଏ ପୂଜା ସାମଗ୍ରୀ କିଣିବାରେ ବ୍ୟସ୍ତ। ଏହି ସମୟରେ ଫଳ ବଜାରରେ ଆରମ୍ଭ ହୋଇ ଯାଇଛି ମହଙ୍ଗାମାଡ଼।
#bhubaneswar #Festival #SavitriBrata #Fruit #Odisha #ArgusNews