ସାଫ 20 ବର୍ଷରୁ କମ ଫୁଟବଲ ଚାମ୍ପିୟାନସିପ। ରୋମାଞ୍ଚକର ମ୍ୟାଚରେ ଭାରତର ପରାଜୟ. ଭାରତକୁ 2-1 ରେ ହରାଇଲା ବାଙ୍ଗଲାଦେଶ। ମ୍ୟାଚରେ ଉଭୟ ଦଳ ବେଶ ପ୍ରଭାବନୀୟ ପ୍ରଦର୍ଶନ କରିଥିଲେ। ଏହି ବିଜୟ ସହ ଟୁର୍ନାମେଣ୍ଟରେ ଦ୍ଵିତୀୟ ବିଜୟ ହାସଲ କରିଛି ବାଙ୍ଗଲାଦେଶ।
#Bhubaneswar #footballchampionship #IndiavsBangladesh #Odisha #ArgusNews