#ରୋଗୀଙ୍କ_ଜୀବନ_ସହ_ଖେଳ
#କଟକ_ବଡ଼_ମେଡିକାଲରେ_ଏକ୍ସପାରୀ_ମେଡିସିନ_ବିକ୍ରି
ଏସସିବିର ପିଛା ଛାଡୁନି ବିବାଦ। ପିଲା ଚୋରି ଘଟଣାର 24ଘଣ୍ଟା ନପୁରୁଣୁ ଆସିଲା ଆଉ ଏକ ସାଂଘାତିକ ଅଭିଯୋଗ। ମେଡିକାଲ ପରିସରରେ ଥିବା କଲ୍ୟାଣୀ ମେଡିକାଲ ଷ୍ଟୋରରେ ଏକ୍ସପାରୀ ମେଡିସିନ ବିକ୍ରି କରାଯାଉଛି
#expiredmedicine #scbmedical #medicalstore #cuttack #cuttacknews #odisha #argusnews