#ରାଜଧାନୀରେ_ବସ୍ତି_ଉଚ୍ଛେଦକୁ_ନେଇ_ଉତ୍ତେଜନା !
ସାଲିଆ ସାହି ସ୍ଥିତ ହାତିଆଶୁଣି ବସ୍ତି ଉଚ୍ଛେଦକୁ ନେଇ ଉତ୍ତେଜନା ଦେଖାଦେଇଛି । ପୋଲିସ ଓ ବସ୍ତି ବାସିନ୍ଦା ମୁହାଁମୁହିଁ ହୋଇଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି
#ArgusNews #Bhubaneswar #SlumArea #eviction #Violence #Odisha